Friday, August 26, 2016

ଆସନ୍ତା ୨୪-୦୯-୨୦୧୬ ଓ ୨୫-୦୯-୨୦୧୬ ରେ ସ୍ବାମୀ ସୁଧାନନ୍ଦ ସରସ୍ବତୀ ଙ୍କ କାର୍ଯ୍ୟକ୍ରମ...

ନମସ୍ତେ ! ଆସନ୍ତା ୨୪ ସେପ୍ଟେମ୍ବର ୨୦୧୬ରେ ବୌଦ୍ଧ ବେଦ ପ୍ରଚାର ସମିତି ପକ୍ଷରୁ ବୌଦ୍ଧସହରରେ ସ୍ବାମି ସୁଧାନନ୍ଦ ସରସ୍ବତୀଙ୍କ ବେଦ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତା ପର ଦିନ ଅର୍ଥାତ୍ ୨୫-୦୯-୧୬ରେ ଫୁଲବାଣୀ ଠାରେ ସ୍ବାମିଜୀଙ୍କ ଅଧ୍ୟକ୍ଷତା ରେ ଜୀବନ ନିର୍ମାଣ ଶିବିର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବହୁସଂଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହାୟକ ହୁଅନ୍ତୁ । 

No comments:

Post a Comment